ପଦ୍ମଶ୍ରୀ ପ୍ରତିଭା ରାୟ ଙ୍କ ଜୀବନୀ | BIOGRAPHY OF PADMASHRI PRATIBHA RAY IN ODIA

@_ustad
0
ପଦ୍ମଶ୍ରୀ ପ୍ରତିଭା ରାୟ ଙ୍କ ଜୀବନୀ- BIOGRAPHY OF PADMASHRI PRATIBHA RAY IN ODIA
Pratibha ray books | Pratibha ray books in oriya | Pratibha ray son | Pratibha ray poems | Pratibha ray contact | Pratibha ray novels in odia | Pratibha ray family | Pratibha ray awards | Pratibha ray the blanket | Pratibha ray books pdf | Pratibha ray biography | Pratibha ray biography in odia | Pratibha ray books in oriya pdf | Pratibha ray books online | Pratibha ray daughter | Pratibha ray daughter in law | Pratibha ray books pdf download | dr Pratibha ray

Biography Of Pratibha Ray In Odia

ପ୍ରତିଭା ରାୟ ହେଲେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ସେ ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ୨୧ ଜାନୁଆରୀ ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଦେଶର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ଶ୍ରୀମତୀ ରାୟ ତାଙ୍କର ଯାଜ୍ଞସେନୀ (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ । ପରବର୍ତ୍ତୀ ସମୟରେ ଏହା ସାତଟି ଭାଷାରେ ଅନୁବାଦିତ ହୋଇଥିଲା। 
    • ଜନ୍ମ ଓ ଜନ୍ମସ୍ଥାନ- ୨୧ ଜାନୁଆରୀ ୧୯୪୩ (ବୟସ ୭୯) ଅଳାବୋଳ, ଜଗତସିଂହପୁର ଜିଲ୍ଲା
    • ବୃତ୍ତି -ଗାଳ୍ପିକ, ଔପନ୍ୟାସିକ
    • ଭାଷା -ଓଡ଼ିଆ
    • ଜାତୀୟତା- ଭାରତୀୟ
    • ଶିକ୍ଷା -ସ୍ନାତ୍ତକୋତ୍ତର (ଶିକ୍ଷା), ଡକ୍ଟରେଟ (ଶୈକ୍ଷିକ ମନସ୍ତତ୍ତ୍ୱ) 
    • ଶିକ୍ଷାନୁଷ୍ଠାନ - ରେଭେନ୍ସା ମହାବିଦ୍ୟାଳୟ
    • ସାହିତ୍ୟ କୃତି - ଯାଜ୍ଞସେନୀ, ଶିଳାପଦ୍ମ
    • ପୁରସ୍କାର - ଜ୍ଞାନପୀଠ ପୁରସ୍କାର, ଶାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
    • ଜୀବନ ସାଥି -ଅକ୍ଷୟ ଚନ୍ଦ୍ର ରାୟ

ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ରାୟ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)ରେ ସଦସ୍ୟ ଭାବେ ଯୋଗଦାନ କରିଥିଲେ ।
ସାହିତ୍ୟ ସର୍ଜନା :

ପ୍ରତିଭା ରାୟ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୦ଟି ଭ୍ରମଣ କାହାଣୀ, ୨ଟି କବିତା ସଂକଳନ ଓ ଅନେକ ପ୍ରବନ୍ଧର ରଚୟିତା ।

ଉପନ୍ୟାସ  :

  • ବର୍ଷା ବସନ୍ତ ବୈଶାଖ, ୧୯୭୪
  • ଅରଣ୍ୟ, ୧୯୭୭
  • ନିଷିଦ୍ଧ ପୃଥିବୀ, ୧୯୭୮
  • ପରିଚୟ, ୧୯୭୯
  • ଅପରିଚିତା, ୧୯୭୯
  • ପୂଣ୍ୟତୋୟା, ୧୯୭୯
  • ମେଘମେଦୁର, ୧୯୮୦
  • ଆଶାବରୀ, ୧୯୮୦
  • ଅୟମାରମ୍ଭ, ୧୯୮୧
  • ନିଳତୃଷ୍ଣା, ୧୯୮୧
  • ସମୁଦ୍ରର ସ୍ୱର, ୧୯୮୨
  • ଶିଳାପଦ୍ମ
  • ଯାଜ୍ଞସେନୀ, ୧୯୮୪
  • ଦେହାତୀତ, ୧୯୮୬
  • ଉତ୍ତରମାର୍ଗ, ୧୯୮୮
  • ଆଦିଭୂମି
  • ମହାମୋହ, ୧୯୯୮
  • ମଗ୍ନମାଟି, ୨୦୦୪
  • ଗଳ୍ପ ସମ୍ପାଦନ କରନ୍ତୁ
  • ସାମାନ୍ୟ କଥନ, ୧୯୭୮
  • ଗଙ୍ଗଶିଉଳି, ୧୯୭୯
  • ଅସମାପ୍ତ, ୧୯୮୦
  • ବାବୁ ବାଥ୍‌‌-ରୁମ୍ରେ ଆଛନ୍ତି
  • ଐକତାନ, ୧୯୮୧
  • ଅନାବନା, ୧୯୮୩
  • ହାତବାକ୍ସ, ୧୯୮୩
  • ଘାସ ଓ ଆକାଶ
  • ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା, ୧୯୮୪
  • ଶ୍ରେଷ୍ଠ ଗଳ୍ପ, ୧୯୮୪
  • ଅବ୍ୟକ୍ତ, ୧୯୮୬
  • ଇତିବୃତି, ୧୯୮୭
  • ହରିତପତ୍ର, ୧୯୮୯
  • ପୃଥକ ଇଶ୍ୱର, ୧୯୯୧
  • ଭଗବାନର ଦେଶ, ୧୯୯୧
  • ମନୁଷ୍ୟ ସ୍ୱର, ୧୯୯୨
  • ସ୍ୱନିର୍ବାଚିତ ଶ୍ରେଷ୍ଠ ଗଳ୍ପ, ୧୯୯୪
  • ଷଷ୍ଠସତୀ, ୧୯୯୬
  • ମୋକ୍ଷ, ୧୯୯୬
  • ଉଲ୍ଲଂଘନ, ୧୯୯୮
  • ନିବେଦନମିଦମ, ୨୦୦୦
  • ଗାନ୍ଧୀ, ୨୦୦୨
  • ଝୋଟି ପକା କାନ୍ଥ, ୨୦୦୬
  • ଭ୍ରମଣ କାହାଣୀ ସମ୍ପାଦନ କରନ୍ତୁ
  • ମୈତ୍ରୀ ପାଦପର ଶାଖା ପ୍ରଶାଖା (ଋଷିଆ), ୧୯୯୦
  • ଦୂର ଦ୍ୱିବିଧ (ଇଂଲଣ୍ଡ, ଫ୍ରାନ୍ସ), ୧୯୯୯
  • ଅପରାଧିର ସ୍ୱେଦ (ଅଷ୍ଟ୍ରେଲିଆ), ୨୦୦୦

ପୁରସ୍କାର ଓ ସମ୍ମାନ:

  • ପଦ୍ମଶ୍ରୀ, ୨୦୦୭
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୦ (ଉଲ୍ଲଙ୍ଘନ)
  • ଜ୍ଞାନପୀଠ, ୨୦୧୧
  • ମୂର୍ତ୍ତୀଦେବୀ ସମ୍ମାନ, ୧୯୯୧ (ଯାଜ୍ଞସେନୀ)
  • ଶାରଳା ପୁରସ୍କାର, ୧୯୯୦ (ଯାଜ୍ଞସେନୀ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୬ (ଶିଳାପଦ୍ମ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୫ ( ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ପଦତ୍ତ)
  • କଳିଙ୍ଗ ରତ୍ନ (ସାରଳା ସାହିତ୍ୟ ସଂସଦ ପକ୍ଷରୁ ପ୍ରଦତ୍ତ) - ୨୦୧୪
  • Pic Courtesy: https://sambadenglish.com/noted-odisha-writer-pratibha-rays-husband-passes-away/
  • Data courtesy: Facebook post, Wikipedia
Tag: Pratibha ray books, Pratibha ray books in oriya, Pratibha ray son, Pratibha ray poems, Pratibha ray contact, Pratibha ray novels in odia, Pratibha ray family, Pratibha ray awards, Pratibha ray the blanket, Pratibha ray books pdf, Pratibha ray biography, Pratibha ray biography in odia, Pratibha ray books in oriya pdf, Pratibha ray books online, Pratibha ray daughter, Pratibha ray daughter in law, Pratibha ray books pdf download, dr Pratibha ray

Post a Comment

0Comments

Post a Comment (0)