ଓଡିଶାର ମୁଖ୍ୟ ଜନଜାତି ଓ ସେମାନଙ୍କ ବାସସ୍ଥଳୀ | SCHEDULED TRIBES OF ODISHA

@_ustad
0
Tribes in odisha

Tribes Of odisha

ଓଡିଶା ଜନଜାତି ମାନଙ୍କୁ ନେଇ ଗଠିତ ।ଓଡିଶାର ଇତିହାସ ମଧ୍ୟ ସ୍ଵୀକାର କରେଯେ ଓଡିଶା ପ୍ରାଚୀନ ସମୟରୁ ସର୍ବଦା ଆଦିବାସୀ ତଥା ଜନଜାତି ମାନଙ୍କର ଦେଶ ଥିଲା ।ତେବେ ଆସନ୍ତୁ ଜାଣିବା କେଉଁକେଉଁ ଜନଜାତି ଓଡିଶାର କେଉଁକେଉଁ ସ୍ଥାନ ମାନଙ୍କରେ ବାସ କରନ୍ତି ।
କନ୍ଧକେନ୍ଦୁଝର, କନ୍ଧମାଳ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ, ଗଞ୍ଜାମ ଓ ସୁନ୍ଦରଗଡ
ସଉରାକୋରାପୁଟ, ଗଞ୍ଜାମ, ବଲାଙ୍ଗୀର,
ଗଣ୍ଡସୁନ୍ଦରଗଡ, ସମ୍ବଲପୁର, କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ
ସାନ୍ତାଳମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର
ପରଜାକୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ
ଗଦଭାକୋରାପୁଟ, ନବରଙ୍ଗପୁର, ମାଲକାନଗିରି
କୋୟାମାଲକାନଗିରି, କୋରାପୁଟ
ଓରାମସୁନ୍ଦରଗଡ, ସମ୍ବଲପୁର, ଗୁଣୁପୁର, ବଣାଇ
ଭୂମିଜମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ସୁନ୍ଦରଗଡ, ପାଲାଳହଡା
ବଣ୍ଡାମାଲକାନଗିରି, କୋରାପୁଟ
ଜୁଆଙ୍ଗକେନ୍ଦୁଝର, ଢେଙ୍କାନାଳ

Post a Comment

0Comments

Post a Comment (0)