What is motherboard in Odia: ଏହା କମ୍ପ୍ୟୁଟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ଅଟେ ।ଏହା ଏପରି ଏକ ବୋର୍ଡ ଯେଉଁଥିରେ Output ନିମନ୍ତେ ବ୍ୟବହାର କରାଯାଉଥିବା ସମସ୍ତ ଉପକରଣ ଗୁଡିକର port ଥାଏ ।ଅର୍ଥାତ ସମସ୍ତ ଉପକରଣ ଗୁଡିକକୁ Motherboard ସହ ସନ୍ଜୋଜିତ କରାଯାଇଥାଏ ।
କେବଳ ଏତିକି ନୁହେଁ, ଏଥିରେ ଅନେକ ପ୍ରକାର transmitter ଓ electric voltage controller ଲାଗିଥାଏ ।ଯାହା ଦ୍ଵାରା ବୋର୍ଡଟି electric current କୁ ସୂଚାରୁ ରୂପେପରିଚାଳନା କରି ଅନ୍ୟ ବୈଦ୍ୟୁତିକ ଉପକରଣ ପର୍ଯ୍ୟନ୍ତ ପହଞ୍ଚାଇ ଥାଏ ।Computerରେ ଆମେ ଯେତେ ଉପକରଣ ଦେଖୁ, ଯଥା: HDD(Hard Disk Drive), RAM(Random Access Memory), ROM(Read Only Memory), Processor, Keyboard, Cache, Mouse, Printer, USB Hub, Scanner ଇତ୍ୟାଦି, ଏହି ଉପକରଣ ଗୁଡିକ ପର୍ଯ୍ୟନ୍ତ electric current ପହଞ୍ଚାଇବା ସହ computer start ସମୟରେ ସମସ୍ତଙ୍କ କାର୍ଯ୍ୟକୁ ପରକ୍ଷୀ ଥାଏ।