ବୁଢିଆଣୀ ବିଷୟରେ କିଛି ରୋଚକ ତଥ୍ୟ | AMAZING FACT OF SPIDER

@_ustad
0
Spider information in odia, Spider in odia, Spider in odia language, Interesting Fact Of Spiders

Interesting Spider facts Of Odia

Spider facts in Odia: ବିଶ୍ଵର ଗଠନ ଯେତିକି ବିଚିତ୍ରମୟ ଠିକ ସେତିକି ରହସ୍ୟ ରୋମାଞ୍ଚକ । କୁହାଯାଏ 56କୋଟି ଜୀବରେ ଆମ ବିଶ୍ଵ ପରିପୂର୍ଣ୍ଣ ।ସେମାନଙ୍କ ମଧ୍ୟରୁ କେତେକ ହିଂସ୍ର, ଭୟଙ୍କର ହୋଇଥିବା ବେଳେ ଅନ୍ୟକେତେକ ନିଜର ମନୋମୁଗ୍ଧକର ରୂପରେ ପ୍ରକୃତିରାଣୀର ଶୋଭା ବର୍ଦ୍ଧନ କରିଥାନ୍ତି ।ପ୍ରାୟ 56କୋଟି ଜୀବ ମାନଙ୍କ ମଧ୍ୟରେ ପ୍ରଥମ ଅମେରୁଦଣ୍ଡୀ ପ୍ରାଣୀ ଯିଏ ମନୁଷ୍ୟ ମାନଙ୍କ ଗହଣରେ ବାସ କରିଥାଏ ।ସେ ହେଉଛି ବୁଢିଆଣୀ ବା ମାଙ୍କଡସା ।ଏବଂ ବିଶ୍ଵର ଅନେକ ରହସ୍ୟପୂର୍ଣ୍ଣ ଜୀବମାନଙ୍କ ମଧ୍ୟରେ ଅନ୍ୟତମ ହେଉଛି ବୁଢିଆଣୀ ।

ଆହୁରି ପଢ଼ନ୍ତୁ: ଝିଟିପିଟି ବିଷୟରେ କିଛି ରୋଚକ ତଥ୍ୟ (Amazing fact of Lizard in Odia)

  • ବୁଢିଆଣୀର ମେରୁଦଣ୍ଡ ନଥିବାରୁ ବୁଢିଆଣୀକୁ ଏକ ଅମେରୁଦଣ୍ଡୀ ପ୍ରାଣୀ ରୂପେ ବର୍ଗୀକରଣ କରାଯାଇଛି ।
  • ଏହା ଅନୁମାନ କରାଯାଏ ଯେ ବିଶ୍ଵରେ ପ୍ରାୟ 50,000 ରୁ ଅଧିକ ପ୍ରଜାତିର ବୁଢିଆଣୀ ଅଛନ୍ତି ।
  • ବୁଢିଆଣୀ ମାନଙ୍କ ଜାଲ ବୃତ୍ତାକାର ଅଟେ ।ଏହି ଜାଲକୁ ବୁଢିଆଣୀ ନିଜ ଖାଦ୍ୟ ପ୍ରସ୍ତୁତ କରିବାପାଇଁ ବୁଣିଥାଏ ।ଅଥବା ଶିକାର କରିବାପାଇଁ ବୁଣିଥାଏ ।
  • ବୁଢିଆଣୀର ଏହି ଜାଲ ବୁଢିଆଣୀ ଶରୀରରେ ଥିବା ଗ୍ରନ୍ଥି ଗୁଡିକୁ ରେଶମୀ ବା ନରମ କରିବାରେ ସାହାଯ୍ୟ କରେ ।
  • ଯଦି ଆମେ ପ୍ରାଣୀ ସଂଖ୍ୟା ହିସାବରେ ଦେଖୁ ତେବେ ବୁଢିଆଣୀଙ୍କ ସଂଖ୍ୟା ବିଶ୍ଵର ସର୍ବାଧିକ ଜୀବ ସଂଖ୍ୟାର ସପ୍ତମ ସ୍ଥାନରେ ରହିଛି ।
  • ଆଣ୍ଟାର୍କଟିକା ହେଉଛି ବିଶ୍ଵର ପ୍ରଥମ ଦେଶ ଯେଉଁଠାରେ ବୁଢିଆଣୀ ଦେଖାଯାଆନ୍ତି ନାହିଁ ।
  • ବୁଢିଆଣୀ କେବଳ ଜଳକୁ ଛାଡି ଅନ୍ୟ ସମସ୍ତ ପରିବେଶରେ ନିଜକୁ ଖାପ ଖୁଆଇ ବଞ୍ଚିପାରେ ।ଏପରିକି ଯଦି ବୁଢିଆଣୀ ଶରୀରରେ ଜଳର ମାତ୍ରା ଅଧିକ ହୁଏ ତେବେ ସେ ବଞ୍ଚିପାରେ ନାହିଁ  ।
  • ମହିଳା ବୁଢିଆଣୀ ଦେଉଥିବ ଅଣ୍ଡା ସଂଖ୍ୟା 3000 ପର୍ଯ୍ୟନ୍ତ ହୋଇପାରେ ।
  • Arachnophobia” ଏକ ରୋଗ ଯାହା ବୁଢିଆଣୀ ଯୋଗୁଁ ମଣିଷଙ୍କୁ ହୋଇଥାଏ ।ଏହି ରୋଗର ଲକ୍ଷଣ ହେଉଛି ବୁଢିଆଣୀ କୁ ଭୟ କରିବା ।ଏହା ଦୁନିଆର ସାଧାରଣ ଭୟ ଭିତରେ ଗୋଟିଏ ଅଟେ ।ଏପରି ରୋଗରେ ପ୍ରାୟତଃ 10% ପୁରୁଷ ଓ 50% ନାରୀ ମାନେ ସାଧାରଣ ଭାବେ ପ୍ରଭାବିତ ହୋଇଥାନ୍ତି ।
  • ବିଶ୍ଵର ସବୁଠୁ ବଡ ବୁଢିଆଣୀ ହେଉଛି “ଶିକାରୀ” ବୁଢିଆଣୀ।

Tag: ବୁଢିଆଣି ବିଷୟରେ କିଛି ରୋଚକ ତଥ୍ୟ, Amazing fact of Spider, Spider fact in Odia, ବୁଢିଆଣୀ ବିଷୟରେ ଅଜବ ଗଜବ ତଥ୍ୟ, Interesting Facts about Spider in Odia

Post a Comment

0Comments

Post a Comment (0)