Interesting facts of nightingale in odia
Amazing facts about nightingale in odia: ରାତିସାରା ଗଛ ଡାଳରେ ବସି ଗୀତ ଗାଉଥିବା ପୁରୁଷ ବୁଲବୁଲକୁ ପକ୍ଷୀ ମାନଙ୍କ ମଧ୍ୟରେ ରଖାଯାଇଛି ।ଏହି ପୁରୁଷ ବୁଲବୁଲ ଯେବେ ଉଡେ ସେ ମହିଳା ବୁଲବୁଲକୁ ନିଜ ଆଡକୁ ଅକୃଷ୍ଟ କରିବାର ପ୍ରୟାସ କରୁଥାଏ ।
ଆହୁରି ପଢ଼ନ୍ତୁ: ବୁଢିଆଣୀ ବିଷୟରେ କିଛି ରୋଚକ ତଥ୍ୟ - Fun fact of Spider In Odia
- ମଧୁର କଣ୍ଠରେ କେବଳ ପୁରୁଷ ବୁଲବୁଲ ଗାନ କରିପାରେ ।ମାତ୍ର ମଧୁର ସ୍ଵର ଗାନ କରୁଥିବା ବୁଲବୁଲକୁ ଲୋକମାନେ ମହିଳା ବୋଲି କୁହନ୍ତି ଯାହାକି ଭୁଲ ଅଟେ ।
- ସମସ୍ତ ପକ୍ଷୀ ଗଛର ଉପର ଭାଗରେ ନିଜର ନୀଡ ବାନ୍ଧନ୍ତି ମାତ୍ର ବୁଲବୁଲ ପ୍ରଥମ ପକ୍ଷୀ ଯିଏ ମାଟିର ଅଳ୍ପ ଉପଋ ଭାଗରେ ଥିବା ଛୋଟ ଗଛରେ ନିଜ ନୀଡ ବାନ୍ଧେ ।
- ବୁଲବୁଲ ମାଂସାହାରୀ ଜୀବ ଅଟେ ।ଏହା ମାଟି ଉପରେ ଚାଲୁଥିବା ଜନ୍ଦା, ପିମ୍ପୁଡିଙ୍କ ଭଳି ଛୋଟଛୋଟ କୀଟ ମାନଙ୍କୁ ଶିକାର କରି ଭକ୍ଷଣ କରିଥାଏ ।
- ଗତ ୫୦ବର୍ଷ ମଧ୍ୟରେ ବୁଲବୁଲଙ୍କ ସଂଖ୍ୟା ପ୍ରାୟ ୮୦ପ୍ରତିଶତ ହ୍ରାସ ପାଇଛି ।ଏହାର କାରଣ ବଳବାୟୁର ପରିବର୍ତ୍ତନ ଓ ପ୍ରଦୂଷିତ ଜଳବାୟୁ ବୋଲି ବୈଜ୍ଞାନିକ ମାନେ ମତବ୍ୟକ୍ତ କରିଛନ୍ତି ।
- ବୁଲବୁଲ ଆକାରରେ ୫॰୯ ରୁ ୬.୫ ଇଞ୍ଚି ପର୍ଯ୍ୟନ୍ତ ଲମ୍ବ ହୋଇପାରେ ।ମହିଳା ବୁଲବୁଲ ପୁରୁଷ ବୁଲବୁଲ ତୁଳନାରେ ସାମାନ୍ୟ ଛୋଟ ଅଟନ୍ତି ।
- ବୁଲବୁଲ ହେଉଛି ଇରାନ ଦେଶର ଜାତୀୟ ପକ୍ଷୀ ।
- ମୂଷା, ବିରାଡି, ସାପ ଓ ମାଂସାହାରୀ ପକ୍ଷୀ ହେଉଛନ୍ତି ବୁଲବୁଲ ପକ୍ଷୀର ପ୍ରାକୃତିକ ଶତୃ ।
- ମହିଳା ବୁଲବୁଲ ୫-୬ଟି ଅଣ୍ଡା ଦିଏ ।ଯେଉଁଥିରୁ ପ୍ରାୟ ୧୫-୨୦ ଦିନ ମଧ୍ୟରେ ଛୁଆ ବାହାରେ । ବୁଲବୁଲ ଅଣ୍ଡା ଉଷୁମାଉଥିବା ସମୟରେ ପୁରୁଷ ବୁଲବୁଲ ମହିଳା ବୁଲବୁଲ ପାଇଁ ଖାଦ୍ୟ ସଂଗ୍ରହ କରିଥାଏ ।
- ବୁଲବୁଲକୁ ବିଶ୍ଵର ସମସ୍ତ ଦେଶରେ ପ୍ରାୟ ପ୍ରେମର ପ୍ରତୀକ ରୂପେ ଗ୍ରହଣ କରିଛନ୍ତି ।ତେଣୁ ଜ୍ୟୋତିଃବିଜ୍ଞାନ ଓ ବାସ୍ତୁଶାସ୍ତ୍ରରେ ବୁଲବୁଲର ସ୍ଥାନ ସ୍ଵତନ୍ତ୍ର ରହିଛି ।
- ବୁଲବୁଲ ପକ୍ଷୀ ମାନଙ୍କର ଜୀବନକାଳ ବହୁତ କମ ।ଏମାନେ ଘନ ଜଙ୍ଗଲରେ ଅଧିକରୁ ଅଧିକ ୧-୩ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି ।ମାତ୍ର ଯେଉଁ ଜଙ୍ଗଲରେ ଏମାନେ ବାସ କରନ୍ତି ସେହି ଜଙ୍ଗଲରେ ରାତ୍ରିକାଳରେ ନିଜ ମଧୁର ସ୍ଵର ଦ୍ଵାରା ଅନ୍ୟ ଜୀବ ମାନଙ୍କୁ ସମ୍ମୋହନ କରନ୍ତି ।
- ଅଣ୍ଡାରୁ ବାହାରୁ ଥିବା ବୁଲବୁଲ ଛୁଆ ୨-୪ ସପ୍ତାହ ପରେ ସଂପୂର୍ଣ୍ଣ ରୂପେ ଉଡିବା ଶିଖି ନିଜ ଖାଦ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତ ହୁଏ ।
- ରାତିସାରା ଗଛ ଡାଳରେ ବସି ଗୀତ ଗାଉଥିବା ପୁରୁଷ ବୁଲବୁଲକୁ ପକ୍ଷୀ ମାନଙ୍କ ମଧ୍ୟରେ ରଖାଯାଇଛି ।ଏହି ପୁରୁଷ ବୁଲବୁଲ ଯେବେ ଉଡେ ସେ ମହିଳା ବୁଲବୁଲକୁ ନିଜ ଆଡକୁ ଅକୃଷ୍ଟ କରିବାର ପ୍ରୟାସ କରୁଥାଏ ।

Tag: Amazing facts about nightingale in odia, ବୁଲବୁଲ ପକ୍ଷୀ, ବୁଲବୁଲ ପକ୍ଷୀ ବିଷୟରେ କିଛି ରୋଚକ ତଥ୍ୟ, Nightingale information in odia, Nightingale in odia, Nightingale in odia language, Interesting Fact Of Nightingales