ପ୍ରାଚୀନ ଓଡ଼ିଆ ଗଦ୍ୟ - ଶିଶୁ ମନ୍ତ୍ରବିଚାର

@_ustad
0

ପ୍ରାଚୀନ ଓଡ଼ିଆ ଗଦ୍ୟ - 'ଶିଶୁ ମନ୍ତ୍ରବିଚାର' 
ଶିଶୁ ଅନନ୍ତ (୧୬ଶ ଶତାବ୍ଦୀ)


କଳାତୋଳା ଯିଏ ସେ ଶ୍ରୀକୃଷ୍ଣ । ଶୁକ୍ଳବର୍ଣ୍ଣରେଖା ଯେ ଚନ୍ଦ୍ରାବଳୀ, ବଡ଼ଦେଉଳ କଳ୍ପଦୃମ ବୋଲି, ଚିନ୍ତାମଣି ତରୁ ବୋଲି ସେଟି ଶେଷଦେବଙ୍କ ମଧ୍ୟ ଫଣା, ନୀଳଚକ୍ର ଯେ ସେ ଶେଷଦେବଙ୍କ ମୁକୁଟ ସେ, ଅଷ୍ଟଦଳ ସେ, ସେ ଅଷ୍ଟକଣରେ ଯେଉଁ ଅଷ୍ଟଶୁକ ଅଛନ୍ତି ଅଷ୍ଟସଖୀ ସେ, ତହିଁରେ ମା ଠାକୁରଙ୍କ ମହାରାସ ହେଉଅଛି । ସିଂହାସନ ଚଉପାଶକୁ ଯମୁନା ବୋଲି,  ଯିଏ ସିଂହାସନ ତାକୁ ଅଷ୍ଟଦଳ ବୋଲି, ରତ୍ନସିଂହାସନ ବୋଲି, ପଦ୍ମକେଶର ବୋଲି, ସିଂହାସନ ଚଉପାଶେ ଯେଉଁ ଚାରିଖଣ୍ଡ ଅଛି, ଚାରି ସରୋବର ସେ... ବଟ ପଶ୍ଚିମ କୋଣକୁ ଶ୍ୱେତବୈକୁଣ୍ଠ କହି, ଉତ୍ତର କୋଣକୁ ଧେନୁମଣ୍ଡଳ କହି...

ଉତ୍ସ - ପ୍ରାଚୀନ ଓଡ଼ିଆ ଗଦ୍ୟ ସମ୍ଭାର । ସଙ୍କଳନ ଓ ସମ୍ପାଦନା - ଯତୀନ୍ଦ୍ର ମୋହନ ମହାନ୍ତି । ଆତ୍ମ ପ୍ରକାଶିତ । ୨୦୦୪ ମସିହାରେ ପ୍ରକାଶିତ ।


Tag:: ଓଡିଆ ଗଦ୍ୟ, ଶିଶୁ ମନ୍ତ୍ର ବିଚାର, Odia gadya, Shishu mantra bichar, Odia pathshala, Odia pathshala blog

Post a Comment

0Comments

Post a Comment (0)