List Of Odia News Paper In Odia
ଏହା ଓଡ଼ିଆ ଭାଷାରେ ପ୍ରକାଶିତ ପତ୍ରିକା ମାନଙ୍କର ଏକ ତାଲିକା । ବର୍ତ୍ତମାନ ପ୍ରଚଳିତ ଓ ବନ୍ଦ ହୋଇଯାଇଥିବା; ଅନଲାଇନ ଓ ମୁଦ୍ରିତ ପତ୍ରିକା ସବୁ ଏହି ତାଲିକା ଅନର୍ଭୂକ୍ତ ।
ଅ
- ଅର୍ପିତା (Arpita)
- ଅଭିନବ ଗଣିତ ବିଚିତ୍ରା (୧୯୮୪-ବର୍ତ୍ତମାନ) (Abhinab Ganit Bichitra)
- ଅମୃତାୟନ (Amrutanayan)
ଆ
- ଆମ ବିବେକ (Aam Bibeka)
- ଆଲୋକ (Aalok)
ଉ
- ଉତ୍କଳ ଦୀପିକା (୧୮୬୬)-ବନ୍ଦ (Utkal dipika)
- ଉତ୍କଳ ହିତୈଷିଣୀ (Utkal Hitaishini)
କ
- କଥା (Katha)
- କାବ୍ୟଲୋକ (Kabyalok)
- କାଦମ୍ବିନୀ (Kadambini)
- କ୍ୟାଲଣ୍ଡର (Calendar)
ଗ
- ଗଣିତ ବିଚିତ୍ରା (ବର୍ତ୍ତମାନ ଏହା ଅଭିନବ ଗଣିତ ବିଚିତ୍ରା ନାମରେ ପ୍ରକାଶ ପାଉଛି) (Ganita Bichitra)
ଜ
- ଜହ୍ନମାମୁଁ (Janhamamu)
ଝ
- ଝଙ୍କାର (Jhankar)
ଡ
- ଡଗର (Dagar)
ତ-ନ
- ନାନାବାୟା (Nanabaya)
ପ
- ପକ୍ଷୀଘର (Pakshighara)
ବ
- ବିଜ୍ଞାନ ଦିଗନ୍ତ (୧୯୯୩-ବର୍ତ୍ତମାନ) (Bigyan Dihlgant)
- ବିଜ୍ଞାନାଲୋକ (Bigyanloka)
- ବିଜ୍ଞାନ ତରଙ୍ଗ (ବନ୍ଦ) (Bigyan Taranga)
ମ
- ମନପବନ (Mana Pabana)
- ମୀନାବଜାର (Mina Baazar)
ଶ
- ଶିଶୁ ସମ୍ପଦ (Shishu Sampad)
- ଶିଶୁ ଲେଖା (Shishu lekha)
ଓଡ଼ିଶାରେ ପ୍ରକାଶିତ ହେଉଥିବା କେତୋଟି ଓଡ଼ିଆ ଖବର ହେଲା
- ଅନୁପମ ଭାରତ (Anupam Bharat)
- ଆରମ୍ଭ (Arambh)
- ଉତ୍କଳ ଦୀପିକା (Utkal Dipaki)
- ଓଡ଼ିଶା ଭାସ୍କର (Odisha Bhaskar)
- ଖବର (Khabar)
- ଧରିତ୍ରୀ (Dharitri)
- ଧ୍ୱନି ପ୍ରତିଧ୍ୱନି (Dhwani Pratidhwani)
- ପ୍ରଗତିବାଦୀ (Pragativadi)
- ପ୍ରଜାତନ୍ତ୍ର (Prajatantra)
- ସର୍ବସାଧାରଣ (Sarbasadharana)
- ସମୟ (Samaya)
- ସମାଜ (Samaj)
- ସମ୍ବାଦ (Sambad)
- ସୂର୍ଯ୍ୟପ୍ରଭା (Suryaprabha)
- ପ୍ରମେୟ (Prameya)
- ସମ୍ବାଦ କଳିକା (Sambad Kalika)
odia news paper list, ଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକା, best odia news paper