କେମିତି କରିବେ ଆଧାର ସଂଶୋଧନ ନିଜ ମୋବାଇଲ୍ ମାଧ୍ୟମରେ

@_ustad
0
correction Adhar Card

How to correction Adhar Card in Odia:

 କେମିତି କରିବେ ଆଧାର ସଂଶୋଧନ ନିଜ ମୋବାଇଲ୍ ମାଧ୍ୟମରେ ?

୧ – ମୋର ଆଧାର୍ ରେ ନାମ ଭୁଲ୍ ଅଛି…କଣ କରିବି…?
୨ – ମୁଁ ମୋର ଆଧାର୍ ର ଠିକଣା ବଦଳେଇବାକୁ ଚାହୁଁଛି କଣ୍ କରିବି…?
୩ – ମୋ ଆଧାର୍ ରେ ଥିବା ମୋବାଇଲ୍ ନଂ ବଦଳାଇ ନୁଆ ନଂ ରଖିବାକୁ ଚାହୁଁଛି କଣ୍ କରିବି…?
୪- ମୋ ଆଧାର୍ ରେ ଥିବା ଫଟୋକୁ ବଦଳାଇ ଏକ ଭଲ ଫଟୋ ରଖିବାକୁ ଚାହୁଁଛି କଣ୍ କରିବି…?

Adhaar odia


apply online

କଣ ଆପଣଙ୍କର ଆଧାର୍ କାଡ୍ ରେ ଆପଣଙ୍କର ନାମ ଭୁଲ୍ ଅଛି…?କଣ ଆପଣଙ୍କର ଆଧାର୍ କାଡ୍ ରେ ଜନ୍ମ ତାରିଖ ଭୁଲ୍ ଅଛି ଜାହା ଫଳରେ ଆପଣ ନିଜର ପେନ୍ସନ୍ ଟଙ୍କା,ଇପିଏଫ୍ ଟଙ୍କା କିମ୍ବା ନିଜର ଫିକ୍ସ୍ ଡିପୋଜିଟ୍ ଟଙ୍କା ଉଠେଇ ପାରୁନାହାନ୍ତି..?ତାହେଲଲେ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ସମସ୍ୟା ସଙ୍ଗେ ସଙ୍ଗେ ସମାଧାନ୍ ହେବ ।ଆଜିର ଦିନରେ ଆମ ପାଖରେ ଜାହାବି ପରିଚୟ ପତ୍ର ଥଉନା କିହିଁକି ଆଧାର୍ କାଡ୍ ବିନା କୌଣଷି ସରକାରୀ କିମ୍ବା ବେସରକାରୀ କାଯ୍ୟ ହୋଇପାରି ନଥାଏ ।ଏଣୁ ଆମ ମାନଙ୍କୁ ଆଧାର୍ କାର୍ଡକୁ ଅତି ଯତ୍ନର ସହିତ ସାଇତି ରଖିବାକୁ ହେବ ।କିଛି ବର୍ଷ ତଳେ ଯେତେବେଳେ ଆମେ ନୁଆ ନୁଆ ଆଧାର୍ କାର୍ଡ ଆପ୍ଲାଏ କରୁଥିଲୁ ଆମକୁ ଆଧାର୍ ର ଭ୍ୟାଲୁ ବିଷୟରେ ଏତେଟା ଧାରଣା ନଥିଲା ସେଥିପାଇଁ ଆମେ ମନଇଛା ନିଜର ବିବରଣୀ ଦେଇ ଏବେ ପଶ୍ଚତାପ କରୁଛେ ।



ଆଧାରରେ ଥିବା ସମସ୍ତ ସମସ୍ୟା ସମଧାନ୍ କରିବ ଏକ ମୋବାଇଲ୍ ଆପ୍ ।ପ୍ରଥମେ ଗୁଗଲ୍ ପ୍ଲେ-ଷ୍ଟୋର୍ କୁ ଯାଆନ୍ତୁ ଆଉ ସର୍ଚ୍ କରନ୍ତୁ m-adhaar ଏହି ଆପ୍ କୁ ଇନଷ୍ଟଲ୍ କରନ୍ତୁ ।ଏହି ଆପର ତଳ ଭାଗରେ ୨ଟି ଅପ୍ସନ୍ ଥିବ

  1. Check Request Status
  2. Book an Appointment

Book an Appointment ଉପରେ କ୍ଲିକ୍ କରନ୍ତୁ ।ଏଥିରେ ନିଜର ଆଧାର୍ ରେ ଥିବା ନାମ,ଆଧାର୍ ନଂ କ୍ଯାପ୍ଚା କୋଡ,ମୋବାଇଲ୍ ନଂ ଓ ଓଟିପି ଦେଇ ଲଗ୍ଇନ୍ ହୋଇ ଜାଆନ୍ତୁ ।ଏହାପରେ ଆଧାରରେ ଥିବା ନିଜର ନାମ ଓ ଆଧାର ନଂ ଦିଅନ୍ତୁ ।ଏହାପରେ ଆସିଜିବ ଆପଣଙ୍କ ସମସ୍ୟା ସମାଧାନର ଅପ୍ସନ୍ ।ନିଜ ଆଧାରରେ ଜାହା ବଦଳେଇବାକୁ ଚାହାନ୍ତି ବଦଳାନ୍ତୁ ଓ ଓକେ ଚିପନ୍ତୁ ।ଏହା ପରେ ଆପଣଙ୍କୁ ମିଳିଯିବ କୁପନ୍ ।ଏହି କୁପନ୍ ଦେଖେଇ ନିଜର ନିକଟସ୍ତ ଆଧାର ଅଫିସରେ ଫଟୋ ଓ ଫିଙ୍ଗର୍ ପ୍ରିଣ୍ଟ ଦିଅନ୍ତୁ ଓ ଖୁବଶିଘ୍ର ନିଜ ଠିକଣା କିମ୍ବା ଅନଲାଇନ୍ ରେ ନୁତନ ଆଧାର୍ କାଡ୍ ପାଆନ୍ତୁ ।

How to correction Adhar Card in Odia, କେମିତି କରିବେ ଆଧାର ସଂଶୋଧନ ନିଜ ମୋବାଇଲ୍ ମାଧ୍ୟମରେ

Post a Comment

0Comments

Post a Comment (0)