SMPSର ସଂପୂର୍ଣ୍ଣ ନାମ(full form) ହେଉଛି Switched mode power supply ।ଏହାର ପୂର୍ବ ପୋଷ୍ଟରେ ଆମେ ଜାଣିଥିଲେ ଯେ Motherboard କଣ ?ଆସନ୍ତୁ ଏବେ ଜାଣିବା SMPS କଣ ?ପୂର୍ବ ପୋଷ୍ଟରେ ଆମେ ଜାଣିଲେ ଯେ computer ର ସମସ୍ତ ଉପକରଣ Motherboard ଠାରୁ electric current ଆଣନ୍ତି ।
ଆହୁରି ପଢ଼ନ୍ତୁ: କାହିଁକି ଥାଏ End to end encryption ଏବଂ କେଉଁଥିରେ ବ୍ୟବହାର ହୁଏ End to end encryption ?
ହେଲେ Motherboard କାହା ଠାରୁ Electric current ଆନେ ଆପଣ ଜାଣିଛନ୍ତି କି ?ଏହାର ଉତ୍ତର ହେଉଛି SMPS ।ଘରେ ବା ଅଫିସରେ ଲାଗିଥିବା Current ବୋର୍ଡରୁ power cable ଦ୍ଵାରା electric current ସର୍ବପ୍ରଥମେ SMPS କୁ ଆସିଥାଏ ।କହିବାକୁ ଗଲେ SMPSଏପରି ଏକ ବୈଦ୍ୟୁତିକ ଯନ୍ତ୍ର ଯିଏ electric board ରୁ ଆସୁଥିବା Alternative current କୁ Direct current ରେ convert ଓ compress କରି ମଦରବୋର୍ଡ ପର୍ଯ୍ୟନ୍ତ ପହଞ୍ଚାଇ ଥାଏ ।ଏଠାରେ ପ୍ରଶ୍ନ ଉଠେ AC କୁ DCରେ SMPS convert କରେ ତେବେ ତା’ ଭିତରେ FAN କାହିଁକି ଲାଗିଥାଏ ?ଏହାର କାରଣ ହେଉଛି Volt converter ବା Transformer ଯିଏ AC କୁ DCରେ convert କରେ ।ଅଧିକ ସମୟ Transformer current convert କରିବା ଦ୍ଵାରା Short-circuit ବା ପୋଡିଯିବାର ସମ୍ଭାବନା ଥାଏ ।ତେଣୁ ଏହି Fan transformerକୁ ଶୀତଳ କରିବା ପାଇଁ ଲାଗିଥାଏ ।