କାହିଁକି ଥାଏ END TO END ENCRYPTION ଏବଂ କେଉଁଥିରେ ବ୍ୟବହାର ହୁଏ END TO END ENCRYPTION?

@_ustad
0
କାହିଁକି ଥାଏ End to end encryption ଏବଂ କେଉଁଥିରେ ବ୍ୟବହାର ହୁଏ End to end encryption ?

End to end encryption meaning in odia

End to end encryption ର ଅର୍ଥ ହେଉଛି server ର ପ୍ରତ୍ୟେକ layer ଶେଷରେ ଥିବା firewall ।ଅର୍ଥାତ ଏଭଳି firewall ଯାହା server ର ପ୍ରତ୍ୟେକ ଲୟର ରେ data କୁ protect କରେ ।ଯେକୌଣସି iot internet ସହ connect ସେତେବେଳେ ହୋଇଥାଏ ଯେବେ server ସହ data packets ବା ip address interchange ହୋଇଥାଏ ।ଏହି server ରୁ ip reflect ହୋଇ ଆମେ ଚାହୁଁଥିବା ୱେବସାଇଟର domain ip ସହ connect ହୁଏ ଏବଂ data packets interchange ହୁଏ।

ତେବେ server ସହ connect ହେବା ପୂର୍ବରୁ ଏବଂ server ରୁ ip address reflect ହେବାପରେ ଦୁଇଟି layer କାମ କରିଥାଏ ଯାହାକୁ firewall କୁହାଯାଏ ।ଏହି firewall 2 ପ୍ରକାର

Firewall ର ପ୍ରକାରଭେଦ

  • ପ୍ରଥମ firewall ହେଉଛି Hardware firewall
  • ଦ୍ଵିତୀୟଟି ହେଉଛି Software firewall

ଆହୁରି ପଢ଼ନ୍ତୁ: Two factor authentication କଣ? ଏହାର ବ୍ୟବହାର କାହିଁକି କରାଯାଏ ?ଏହାର ସୁବିଧା କଣ - What is two factor authentication in odia

Data packets ଯେବେ uplink ହୁଏ ସେତେବେଳେ ପ୍ରଥମେ ପ୍ରଥମେ firewall ପାଖକୁ ଯାଇଥାଏ ଏବଂ firewall data packets କୁ verify କରି server ସହ connect କରେ ।ଯେବେ data packets server ସହ connect କରେ ଆମେ browser ରେ ଟାଇପ କରିଥିବା input ଅନୁସାରେ search engineର serach index କୁ server, data packets କୁ reflect କରେ ।ଏବଂ search engine input keywords କୁ filter କରି ଆମକୁ result show କରାଏ ।ତେବେ ଏଠାରେ End to end encryption ସେତେବେଳେ କାମକରେ ଯେବେ firewall କୁ pass କରି data packets, ip address ରୂପେ server ସହ connect ହୁଏ ।ଏହି ଠାରେ କୌଣସି Hacker man in the middle attack କରି data packets କୁ capture କରିପାରେ ।ଏଣୁ firewall ଏବଂ server ମଝିରେ data କୁ ଅନ୍ୟ ଏକ firewall layer ଦ୍ଵାରା ସୁରକ୍ଷା ବଳୟ ତିଆରି କରି ଦିଆଯାଏ, ଯାହାକୁ technical ଭାଷାରେ End to end encryption କୁହାଯାଏ ।

End to end encryption କେଉଁଠାରେ ବ୍ୟବହାର ହୁଏ?

End to end encryptionର ବ୍ୟବହାର ପ୍ରତ୍ୟେକ iot ରେ ହୋଇଥାଏ ।ଉଭୟ software ଓ hardware ରେ ବ୍ୟବହୃତ ହୋଇଥାଏ ।softwareରେ ବ୍ୟବହାର ହେଉଥିବା End to end encryptionର ଉଦାହରଣ ହେଉଛି Whatsapp, Telegrame, Email ଇତ୍ୟାଦି ।ଏବଂ Hardwareରେ ବ୍ୟବହୃତ ହେଉଥିବା End to end encryptionର ଉଦାହରଣ ହେଉଛି Hardware firewall ।

Post a Comment

0Comments

Post a Comment (0)