ମିଠା ଆମ୍ବ ଆଚାର ପ୍ରସ୍ତୁତି ପ୍ରଣାଳୀ | SWEET MANGO PICKLE RECIPES IN ODIA (Mitha Amba Achara)

@_ustad
0
Sweet Mango Pickle Recipes In Odia

How to make gujarati sweet mango pickle at home.

 ସାମଗ୍ରୀ (Ingredients Of Sweet Mango Pickles In Odia)

  • କଞ୍ଚା ଆମ୍ବ – ୧ କିଲୋ
  • ଶୁଖିଲା ଲଙ୍କା – ୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
  • ଗୁଡ଼ – ୭୫୦ ଗ୍ରାମ୍
  • ପାନମହୁରି – ୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
  • ପାଣି – ୧ ଗ୍ଲାସ୍
  • ହଳଦି – ୨୫ ଗ୍ରାମ୍
  • ମେଥି – ୨୫ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
  • କଳାଜିରା – ୨୫ ଗ୍ରାମ୍ ( ଭଜା ହୋଇ ଗୁଣ୍ଡ କରାଯିବ)
  • ଲୁଣ -୨୫ ଗ୍ରାମ୍
  • ସୋରିଷତେଲ – ୩୦୦ ମିଲିଗ୍ରାମ୍

ପ୍ରଣାଳୀ (Method Of Lemon Pickle In Odia)

ଆମ୍ବକୁ ଖଣ୍ଡକରି କାଟନ୍ତୁ (୧ଇଞ୍ଚ) । ହଳଦି ଗୋଳାଇ ଖରାରେ ରଖି ରେ ଦିଅନ୍ତୁ । ସୋରିଷତେଲକୁ ଗରମ କରି ଥଣ୍ଡା କରନ୍ତୁ । ମସଲାସବୁ ଅଲଗା ଭାଜି ଗୁଣ୍ଡ କରନ୍ତୁ । କରେଇରେ ପାଣି ଓ ଗୁଡ଼ ପକାଇ ପାଗ କରନ୍ତୁ । ପାଣି ମରିଗଲେ ସିରା ହାତକୁ ଟିକେ ଅଠାଳିଆ ଲାଗିଲେ ଆମ୍ବ ପକାଇ ଗୋଳାନ୍ତୁ । ମସଲାଗୁଣ୍ଡ ସବୁ ପକାଇ ଭଲ କରି ମିଶାନ୍ତୁ । ଥଣ୍ଡା ହେଲେ କାଚ ଜାର୍ ରେ ଭରି ରଖନ୍ତୁ । ୭-୧୫ ଦିନ ପରେ ନରମ ହୋଇ ଖାଇବା ଉପଯୋଗୀ ହେବ ।

Keywords: Sweet Mango Pickle Recipe In Odia, Boiled Mango Pickle Recipe, Odisha Sweet Mango Pickle Recipe, Mango Pickle Recipe In Odia, Instant Sweet Mango Pickle Recipe

Post a Comment

0Comments

Post a Comment (0)