ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୪ କୁକ୍କୁରୀ | CHARYA GITIKA 3- KUKKURI ODIA

@_ustad
0
 ସ୍ୱାମୀ କ୍ଷପଣକ, ହାୟ, ହୋଇଲି ନିରାଶ,
ବେଦନା ବର୍ଣ୍ଣିବ ଭାଷା ନାହିଁ କେହି ପାଶ ।

ପ୍ରସବିଲି ଆଗୋ ମାତା ଅନ୍ତୁଡ଼ି ଜଳିନି,
ନାହିଁ ନାହିଁ କିଛି ନାହିଁ ଯାହା ମୁଁ ଚାହିଁନି ।

ପ୍ରଥମ ଗର୍ଭରେ ସେ ମୋ ବାସନାର ଧନ,
ନାଡ଼ି ବିଚାରରେ ଦେଖ ହେଲା ବାୟୁହୀନ ।

ମୋର ନବ ଯଉବନ ସମସ୍ତ ପୂରଣ,
ବାପର ସଂହାର, ଗର୍ଭ ଗଲା, ସୁନ୍ଦର ଜୀବନ ।

କୁକ୍କୁରୀ ପାଦ ବଖାଣେ ଏଇ ଭବ ସ୍ଥିର।

Post a Comment

0Comments

Post a Comment (0)