ଶାଗ ପକୁଡି ପ୍ରସ୍ତୁତି - Shaga pakudi recipes Odia

@_ustad
0

ଆଶ୍ୟକୀୟ ସାମଗ୍ରୀ - 

ଲେଉଟିଆ ଶାଗ - ଏକ ବିଡା , ବେସନ - 300 ଗ୍ରାମ୍ , କଟା ପିଆଜ , କଞ୍ଚାଲଙ୍କା , ଗୋଟା ଜିରା , ଆଳୁ - ସରୁ କଟା , ଅଦା ଛେଚା , ଭୃଷଙ୍ଗ ପତ୍ର , ଖାଇବା ସୋଢା - ଅଳ୍ପ , ଲୁଣ ଓ ତେଲ ଆବଶ୍ୟକତା ଅନୁସାରେ 

ପ୍ରଣାଳୀ-

 ପ୍ରଥମେ ଲେଉଟିଆ ଶାଗକୁ ଭଲକରି ଧୋଇ କାଟି ରଖନ୍ତୁ । ଏକ ପାତ୍ରରେ ବେସନ , କଟା ଶାଗ , ଆଳୁ , କଟା ପିଆଜ , କଞ୍ଚାଲଙ୍କା , ଗୋଟା ଜିରା , ଆଳୁ - ସରୁ କଟା , ଅଦା ଛେଚା , ଭୃଷଙ୍ଗ ପତ୍ର , ଖାଇବା ସୋଜା , ଲୁଣ ପକାଇ ଗୋଳାଇ ଦିଅନ୍ତୁ ଗୋଟା ଜିରା , ଆଳୁ - ସରୁ କଟା , ଅଦା ଛେଚା , ଭୃଷଙ୍ଗ ପତ୍ର , ଖାଇବା ସୋଢା - ଅଳ୍ପ , ଲୁଣ ପକାଇ ଗୋଳାଇ ଦିଅନ୍ତୁ । ଏବେ ଏକ କଡାଇରେ ତେଲ ଗରମ କରନ୍ତୁ ଓ ଏହାକୁ ପକୁଡି ପରି ଛାଣି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଲେଉଟିଆ ଶାଗ ପକୁଡି ।

Post a Comment

0Comments

Post a Comment (0)