ଟଙ୍କା କେଉଁଁଠି ଛପା ଯାଏ..?

@_ustad
0

How currency notes are made in odia

ଟଙ୍କା କେଉଠି ଛପା ଯାଏ..?

(How currency notes are print in Odia) ଟଙ୍କା…ଟଙ୍କା ବିନା ଏ ଦୁନିଆର ମାନେ କିଛି ନାହିଁ ।ଟଙ୍କା ଅଛିତ ସବୁ ଅଛି ଟଙ୍କା ନାହିଁତ କିଛି ନାହିଁ ।ପାଖରେ ଟଙ୍କା ଥିଲେ ଦୁନିଆ ତୁମର ଗୋଲାମ୍ । ପାଖରେ ଟଙ୍କା ନଥିଲେ କେହିବି ତୁମକୁ ପଚାରିବେ ନାହିଁ ।ଆଜିର ଦୁନିଆରେ ଟଙ୍କା ପାଇଁ ପୁଅ ବାପାକୁ ମାରିଦିଏ ,ଭାଇ ଭାଇର ଗଳା କାଟେ,ସ୍ର୍ନୀ ସ୍ବାମୀକୁ ଛାଡି ଟଙ୍କା ପଛରେ ପଳାଏ ।

ତାହାଲେ ଆଜିର ବିଷୟ ହେଉଛି ଆମେ ଯେଉଁ ଟଙ୍କା ବିନା ଅଚଳ ହେଉଯାଉ ।ଆମେ ଯୋଉ ଟଙ୍କା ବିନା ପାଗଳ ହେଇଯାଉ ସେହି ଭାରତୀୟ ଟଙ୍କା କୋଉଠି ଓ କି ପ୍ରଣାଳିରେ ତିଆରୀ ହୁଏ ।ସାଙ୍ଗମାନେ ଆପଣଙ୍କୁ ଯଦି ଏହି ଲେଖା ଭଲ ଲାଗୁଛି ତାହାଲେ ଏହି ଲେଖା ପଢି ସାରିବା ପରେ Facebookରେ ଏହି ପୋଷ୍ଟ୍ ଟିକୁ ସେୟାର୍ କରିବେ ।

ପ୍ରଥମେ ଜାଣିବା ଟଙ୍କା ତିଆରି ପାଇଁ ଟଙ୍କାର ପେପର୍ କେଉଁ କେଉଁ ଦେଶରେ ତିଆରି ହୋଇଥାଏ…?

ଟଙ୍କାର ପେପର୍ ପୃଥିବିର ୪ଟି ଦେଶରେ ତିଆରି ହୋଇଥାଏ ।

  1. ଆମେରିକା
  2. ଫ୍ରାନ୍ସ୍
  3. ସୁଇଡେନ୍
  4. ଚୀନ

ଏହି ଦେଶ ଗୁଡିକରେ ଅତ୍ୟାଧୁନିକ ମେସିନ୍ ମାଧ୍ୟମରେ ଟଙ୍କା ତିଆରି ପେପର୍ ତିଆରି କରାଯାଇଥାଏ ।

ଆମେ ଜାଣିଲୋ ଟଙ୍କାର ପେପର୍ ତ ଅନ୍ୟ ଦେଶରୁ ଆସିଥାଏ ହେଲେ ଏବେ ଜାଣନ୍ତୁ ଏହି ପେପର୍ ଗୁଡିକ ଆସିବା ପରେ ଭାରତର କେଉଁ ସ୍ଥାନରେ ଟଙ୍କା ଛପାଯାଏ ।

ଟଙ୍କା ତିଆରି ମେସିନ୍ ଭାରତର ମଧ୍ୟପ୍ରଦେଶ୍ ରାଜ୍ୟର ଦେୱାସ୍ , ମଇସୁର୍ , ସାଲ୍ବୋନୀ ଓ ନାସିକ୍ ଠାରେ ଅଛି ।ଦେୱାସ୍ ରେ ନୋଟ୍ ର ସିହାଇ ବା ରଙ୍ଗ ବ୍ଯତିତ ୧୦,୫୦ ଓ ୫୦୦ ଟଙ୍କା ନୋଟ୍ ଛପା ଯାଇଥାଏ ।ଦେୱାସ୍ ରେ ୧ ବର୍ଷରେ ୨୬୫ କୋଟି ଟଙ୍କାର ନୋଟ୍ ଛପା ଯାଇଥାଏ ।ମଇସୁର୍ ଠାରେ ୨୦୦୦ ଟଙ୍କିଆ ନୋଟ୍ ଛପା ଯାଇଥାଏ ।ଟଙ୍କା ଛପି ସାରିବା ପରେ ରିଜର୍ବ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ମାଧ୍ୟମରେ ଆମ ମାନଙ୍କ ପାଖକୁ ଆସିଥାଏ ।

Keywords: How currency notes are made, How currency notes are print in Odia, ଟଙ୍କା କେଉଁଁଠି ଛପା ଯାଏ, How indian currency notes are made

Post a Comment

0Comments

Post a Comment (0)