ଓଡିଶା କୁଇଜ ବା ଓଡିଆ କୁଇଜର ସମ୍ଭାର (Odisha Quiz In Odia Language)
ଆହୁରି ପଢ଼ନ୍ତୁ: ODISHA GK- PRE SARALA PERIOD ପ୍ରାକ୍ ସାରଳା ସାହିତ୍ୟ ଓଡ଼ିଆ ସଂକ୍ଷିପ୍ତଉତ୍ତରମୂଳକ ପ୍ରଶ୍ନୋତ୍ତର
- ଲିଙ୍ଗରାଜ ମନ୍ଦିରର ଉଚ୍ଚତା କେତେ ଫୁଟ ? 150 ଫୁଟ
- ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରାଇଥିଲେ ? ରାଜା ଯଯାତୀ କେଶରୀ
- ପ୍ରଥମ ସିଧାପ୍ରସାରଣ ପର୍ବର ନାମ କଣ ? ରଥଯାତ୍ରା
- ଓଡିଶାର ପ୍ରଥମ ବନ୍ଦର କେଉଁଠାରେ ନିର୍ମାଣ ହୋଇଥିଲା ? ଚାନ୍ଦବାଲି
- ସୋମବଂଶର ରାଜା ମାନେ କାହାକୁ ପୂଜା କରୁଥିଲେ ? ଶିବ
- ନବରଙ୍ଗପୁର କେଉଁ ନଦୀ କୁଳରେ ଅବସ୍ଥିତ ? ଇନ୍ଦ୍ରାବତୀ
- କଳିଙ୍ଗ ଯୁଦ୍ଧ ପରେ କେଉଁ ଧର୍ମ ପୃଥିବୀ ପ୍ରସିଦ୍ଧ ଧାରା ଭାବେ ପରିଣତ ହୋଇଥିଲା ବୌଦ୍ଧ ଧର୍ମ
- ଓଡିଶାର ପ୍ରଥମ ଝୋଟ ମିଲର ନାମ କଣ ? କୋଣାର୍କ ଝୋଟ ମିଲ
- ଖାରବେଳ କେଉଁ ଧର୍ମାବଲମ୍ବି ରାଜା ଥିଲେ ? ଜୈନ
- ଭୌମକର ରାଜବଂଶ କେଉଁ ନଦୀ କୁଳରେ ଗଢି ଉଠିଥିଲା ? ବୈତରଣୀ
- ଓଡିଶାର ଶେଷ ସ୍ଵାଧୀନ ରାଜା ମୁକୁନ୍ଦଦେବ କେଉଁ ରାଜବଂଶର ଥିଲେ ? ଭୋଇବଂଶ
- ପ୍ରଥମ ସ୍କୁଲ କେଉଁ ଜିଲ୍ଲାରେ ତିଆରି ହୋଇଥିଲା ? କଟକ
- ହୀରାକୁଦ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ? ସମ୍ବଲପୁର
- ତାଳଦଣ୍ଡ କେନାଲ କେଉଁଠାରୁ ବାହାରିଛି ? ଯୋବ୍ରା
- ପ୍ରଥମ ଓଡ଼ିଆ ଚିଫସେକ୍ରେଟାରୀ କିଏ ଥିଲେ ?ନାଗରୀ ମୋହନ ପଟ୍ଟନାୟକ
- ପ୍ରଥମ ଓଡିଆ ଐତିହାସିକ କିଏ ଥିଲେ ? ପ୍ୟାରିମୋହନ ଆଚାର୍ଯ୍ୟ
- ସୁଲେଇ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ? ସୁନ୍ଦରଗଡ
- ହାଇଲେବଲ କେନାଲ କେଉଁଠାରୁ ବାହାରିଛି ? ଚୌଦ୍ବାର
- ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ପ୍ରଥମ ଓଡିଆ ଚଳଚିତ୍ରର ନାମ କଣ ? ଶ୍ରଦ୍ଧାଞ୍ଜଳି
- ପ୍ରଥମ ରାଷ୍ଟ୍ରପତି ପୁରସ୍କୃତ ଓଡିଆ ଚଳଚ୍ଚିତ୍ରର ନାମ କଣ ? ନାରୀ