ଓଡିଶା କୁଇଜ ବା ଓଡିଆ କୁଇଜର ସମ୍ଭାର -II | ODISHA GK PART II

@_ustad
0

 ଓଡିଶା କୁଇଜ ବା ଓଡିଆ କୁଇଜର ସମ୍ଭାର (Odisha Quiz In Odia Language)

ଆହୁରି ପଢ଼ନ୍ତୁ: ODISHA GK- PRE SARALA PERIOD ପ୍ରାକ୍ ସାରଳା ସାହିତ୍ୟ ଓଡ଼ିଆ ସଂକ୍ଷିପ୍ତଉତ୍ତରମୂଳକ ପ୍ରଶ୍ନୋତ୍ତର

  1. ଲିଙ୍ଗରାଜ ମନ୍ଦିରର ଉଚ୍ଚତା କେତେ ଫୁଟ ? 150 ଫୁଟ
  2. ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରାଇଥିଲେ ? ରାଜା ଯଯାତୀ କେଶରୀ
  3. ପ୍ରଥମ ସିଧାପ୍ରସାରଣ ପର୍ବର ନାମ କଣ ? ରଥଯାତ୍ରା
  4. ଓଡିଶାର ପ୍ରଥମ ବନ୍ଦର କେଉଁଠାରେ ନିର୍ମାଣ ହୋଇଥିଲା ? ଚାନ୍ଦବାଲି
  5. ସୋମବଂଶର ରାଜା ମାନେ କାହାକୁ ପୂଜା କରୁଥିଲେ ? ଶିବ
  6. ନବରଙ୍ଗପୁର କେଉଁ ନଦୀ କୁଳରେ ଅବସ୍ଥିତ ? ଇନ୍ଦ୍ରାବତୀ
  7. କଳିଙ୍ଗ ଯୁଦ୍ଧ ପରେ କେଉଁ ଧର୍ମ ପୃଥିବୀ ପ୍ରସିଦ୍ଧ ଧାରା ଭାବେ ପରିଣତ ହୋଇଥିଲା  ବୌଦ୍ଧ ଧର୍ମ
  8. ଓଡିଶାର ପ୍ରଥମ ଝୋଟ ମିଲର ନାମ କଣ ? କୋଣାର୍କ ଝୋଟ ମିଲ
  9. ଖାରବେଳ କେଉଁ ଧର୍ମାବଲମ୍ବି ରାଜା ଥିଲେ ? ଜୈନ
  10. ଭୌମକର ରାଜବଂଶ କେଉଁ ନଦୀ କୁଳରେ ଗଢି ଉଠିଥିଲା ? ବୈତରଣୀ
  11. ଓଡିଶାର ଶେଷ ସ୍ଵାଧୀନ ରାଜା ମୁକୁନ୍ଦଦେବ କେଉଁ ରାଜବଂଶର ଥିଲେ ? ଭୋଇବଂଶ
  12. ପ୍ରଥମ ସ୍କୁଲ କେଉଁ ଜିଲ୍ଲାରେ ତିଆରି ହୋଇଥିଲା ? କଟକ
  13. ହୀରାକୁଦ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ? ସମ୍ବଲପୁର
  14. ତାଳଦଣ୍ଡ କେନାଲ କେଉଁଠାରୁ ବାହାରିଛି ? ଯୋବ୍ରା
  15. ପ୍ରଥମ ଓଡ଼ିଆ ଚିଫସେକ୍ରେଟାରୀ କିଏ ଥିଲେ ?ନାଗରୀ ମୋହନ ପଟ୍ଟନାୟକ
  16. ପ୍ରଥମ ଓଡିଆ ଐତିହାସିକ କିଏ ଥିଲେ ? ପ୍ୟାରିମୋହନ ଆଚାର୍ଯ୍ୟ
  17. ସୁଲେଇ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ? ସୁନ୍ଦରଗଡ
  18. ହାଇଲେବଲ କେନାଲ କେଉଁଠାରୁ ବାହାରିଛି ? ଚୌଦ୍ବାର
  19. ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ପ୍ରଥମ ଓଡିଆ ଚଳଚିତ୍ରର ନାମ କଣ ? ଶ୍ରଦ୍ଧାଞ୍ଜଳି
  20. ପ୍ରଥମ ରାଷ୍ଟ୍ରପତି ପୁରସ୍କୃତ ଓଡିଆ ଚଳଚ୍ଚିତ୍ରର ନାମ କଣ ? ନାରୀ

Post a Comment

0Comments

Post a Comment (0)