Amazing facts about solar system in Odia
Interesting Fact about Our solar system in Odia: ମହାକାଶ ଜଣାନାହିଁ କେତେଜେ ଅସଂଖ୍ୟ ଗ୍ରହ, ନକ୍ଷତ୍ର, ଉଲ୍ କାପିଣ୍ଡ ଆଦିକୁ ନିଜ ଭିତରେ ସାଇତି ରଖିଛି ।ଯେପରି ଆମ ସୌରମଣ୍ଡଳ (solar system in odia) ରେ ସୂର୍ଯ୍ୟ ରହିଛି ସେହିପରି ଲକ୍ଷଲକ୍ଷ ସୂର୍ଯ୍ୟ ଆକାଶଗଙ୍ଗାରେ ରହିଛନ୍ତି ।ତେବେ ସେହିପରି ଶହଶହ ସୌରମଣ୍ଡଳ ମହାକାଶରେ ଅବସ୍ଥିତ ରହିଛି ।ଯେବେ ଆମେ ଆକାଶକୁ ରାତିରେ ଦେଖୁ ଅସଂଖ୍ୟ ଚିକିମିକି କରୁଥିବା ତାରା ଗୁଡିକୁ ଦେଖି କିଛି ସମୟ ପାଇଁ ଏମାନଙ୍କ ସୁନ୍ଦରତା, ରାହସ୍ୟତା ବିଷୟରେ ଭାବି ମୁଣ୍ଡ ନୋଇଁ ଯାଏ ସେ ସୃଷ୍ଟି କର୍ତ୍ତାଙ୍କ ସାମ୍ନାରେ ।ତେବେ ଆଜିର ବିଜ୍ଞାନ ଯେତିକି ଅନୁସନ୍ଧାନ କରି ମହାକାଶ ବିଷୟରେ ଫଳ ପ୍ରାପ୍ତ କରିଛି ସେଥିମଧ୍ୟରୁ କେତେକ ତଥ୍ୟ ଆମେ ଆପଣଙ୍କୁ ପ୍ରଦାନ କରିବାକୁ ଯାଉଛୁ । (Solar system facts in odia)
- ଆମ ସୌରମଣ୍ଡଳରେ ଥିବା ସମସ୍ତ ଗ୍ରହମାନଙ୍କର ଚନ୍ଦ୍ର ଭଳି ଉପଗ୍ରହ ରହିଛି ମାତ୍ର ବୁଧ ଓ ଶୁକ୍ର ଦୁଇଟି ଗ୍ରହ ହେଉଛନ୍ତି ଏପରି ଗ୍ରହ ଯେଉଁମାନଙ୍କର ଉପଗ୍ରହ ନାହିଁ ।
- ଯଦି କୌଣସି ଗ୍ରହ, ନକ୍ଷତ୍ର ବ୍ଲାକହୋଲର ପାର୍ଶ୍ଵ ଦେଇ ଗତି କରେ ତେବେସେ ଗ୍ରହ କିମ୍ବା ନକ୍ଷତ୍ରକୁ ଦୁଇ ଫାଳ କରାଯାଇପାରିବ ।
- ବୁଧ ଗ୍ରହ ସୂର୍ଯ୍ୟଙ୍କ ଠାରୁ କମ ଦୂରତାରେ ଥିବାରୁ ଲୋକମାନେ ଭାବନ୍ତି ଯେ ବୁଧଗ୍ରହ ହେଉଛି ସବୁଠୁ ଉତପ୍ତ ଗ୍ରହ କିନ୍ତୁ ସତ୍ୟ ହେଉଛି ଏହାଯେ ସୂର୍ଯ୍ୟଙ୍କଠାରୁ କମ ଦୂରତାରେ ଥିବା ବୁଧ ପରେ ଦ୍ଵିତୀୟ ଗ୍ରହ ଶୁକ୍ର ହେଉଛି ଆମ ସୌରମଣ୍ଡଳର ସବୁଠୁ ଅଧିକ ଉତପ୍ତଗ୍ରହ ।ଶୁକ୍ରଗ୍ରହର ଦିନ ସମୟରେ ୪୬୭ ଡିଗ୍ରୀ ସେଲସିୟସ ତାପମାତ୍ରା ଥିବାବେଳେ ଯେବେ ରାତ୍ରି ହୁଏ ଅଳ୍ପ ତାପମାତ୍ରା କମି ୪୬୨ ଡିଗ୍ରୀ ତାପମାତ୍ରା ହୁଏ ।
- ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଚନ୍ଦ୍ରମା ର ନାମ ହେଉଛି “କେସିନ” ଯାହା ଶନିଗ୍ରହର ଉପଗ୍ରହ ଅଟେ ।ଅର୍ଥାତ ଶନିଗ୍ରହର ଚନ୍ଦ୍ରମା ଅଟେ ।
- ଆକାଶ ଗଙ୍ଗାର ଓସାର ପ୍ରାୟତଃ ଦଶ ଲକ୍ଷ ଆଲୋକ ବର୍ଷ ଅଟେ ।
- ଚନ୍ଦ୍ରରେ ମହାକାଶ ଯାତ୍ରୀ ମାନଙ୍କ ଦ୍ଵାରା ଛଡ଼ାଯାଇଥିବା ପାଦଚିହ୍ନ କେବେ ନଷ୍ଟ ହେବନାହିଁ ।କାରଣ ପାଦଚିହ୍ନକୁ ଉଡାଇବା ପାଇଁ ଚନ୍ଦ୍ରମାରେ କୌଣସି ବାୟୁ ନାହିଁ ।
- କମ ମହାକର୍ଷଣ ବଳ ଯୋଗୁଁ ପୃଥିବୀରେ ଯଦି କୌଣସି ବସ୍ତୁର ଓଜନ ୧୦୦ କିଲୋଗ୍ରାମ ହୋଇଥାଏ ତେବେ ତାହା ମଙ୍ଗଳ ଗ୍ରହରେ ୩୮ କିଲୋଗ୍ରାମ ହୋଇଯିବ ।
- ବୈଜ୍ଞାନିକ ମାନେ ବିଶ୍ଵାସ କରନ୍ତିଯେ ବୁହସ୍ପତି ଗ୍ରହର ଚାରିପାଖରେ 68ଟି ଉପଗ୍ରହ ବୁଲନ୍ତି ।ମାତ୍ର ବର୍ତ୍ତମାନ ଶୁଦ୍ଧା ୫୩ଟି ଉପଗ୍ରହ ସନ୍ଧାନ କରାଯାଇସାରିଲାଣି ।
- ସୂର୍ଯ୍ୟ ନିଜ ଚତୁର୍ପାର୍ଶ୍ୱରେ ୨୫-୩୪ ଦିନ ମଧ୍ୟରେ ଘୂର୍ଣ୍ଣନ ପ୍ରକ୍ରୟା ଶେଷ କରିଦିଏ ।
- ପ୍ଲୁଟୋ ବା ଯମ ଗ୍ରହ ଏତେ ଛୋଟଯେ ପୃଥିବୀର ଉପଗ୍ରହ ଚନ୍ଦ୍ର, ପ୍ଲୁଟୋ ଗ୍ରହ ଠାରୁ ବଡ ଅଟେ ।
Keywords: solar system information in odia, solar system in odia, solar system in odia language, Interesting Fact Of Solar system