Interesting facts about Rat in odia
Amazing facts about Rat in odia: ମାନବ ବସବାସ କରୁଥିବା ସମାଜରେ କେବଳ ଏକୁଟିଆ ରହିନଥାଏ, ବରଂ ତା ଜାଣତା ଅବା ଅଜାଣତାରେ ଅନେକ ଜୀବଜନ୍ତୁ ମାନବ ସମାଜ ସହ ବସବାସ କରନ୍ତି ।ଦୁନିଆର କିଛି ଜୀବ ମାନବ ସମାଜ ପ୍ରତି ହିଂସାତ୍ମକ ହୋଇଥିବା ସ୍ଥଳେ ଅନ୍ୟ କେତେକ ଜୀବ ରହିଛନ୍ତି ଯେଉଁମାନେ ମାନବ ସହ ମିଶି ସମାଜରେ ବାସ କରିଥାନ୍ତି ।ସେମାନଙ୍କ ମଧ୍ୟରୁ ମୂଷା ଅନ୍ୟତମ ।ତେବେ ମୂଷାର ଜୀବନ ଶୈଳୀ କିପରି ହୋଇଥାଏ ସେବିଷୟରେ ଜାଣିବା ପାଇଁ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ଆହୁରି ପଢ଼ନ୍ତୁ: ଲାଲ ପାଣ୍ଡା ବିଷୟରେ କିଛି ରୋଚକ ତଥ୍ୟ - Amazing fact of Red Panda
- ସମସ୍ତ ଜୀବ ପରି ମୂଶା ମଧ୍ୟରେ ମାଈ ମୂଷା ଓ ଅଣ୍ଡିରା ମୂଷା ରହିଥାନ୍ତି ।ମୂଷା ସାଧାରଣତଃ ୨ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ଶଠଲେ ଉତ୍ତମ ବାତାବରଣ ରହିଛି ଏମାନେ ୩-୫ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି ।
- ମୂଷାର ହୃତପିଣ୍ଡ ର ସ୍ପନ୍ଦନ ଏକ ମିନିଟରେ ୮୫ ଥର ହୋଇଥାଏ ଯେବେକି ମଣିଷର ହୃତପିଣ୍ଡ ର ସ୍ପନ୍ଦନ ଏକ ମିନିଟରେ ୭୨ଥର ହୋଇଥାଏ ।
- ମୂଷାର ଶାରୀରିକ କ୍ଷମତା ଅନୁସାରେ ସେ ପ୍ରାୟ ଦେଢ ଫୁଟ ପର୍ଯ୍ୟନ୍ତ ଡେଇଁ ପାରେ ।
- ମୂଷାର ଦାନ୍ତ ସବୁଠାରୁ ସବୁଠାରୁ ତୀବ୍ର ଗତିରେ ବଢିଥାଏ ।ଏଣୁ ସେ ନିଜ ଦାନ୍ତକୁ ଘଷିଘଷି ଛୋଟ କରିବା ନିମିତ୍ତ ମାନବ ନିଜ ଘରେ ସାଇତି ରଖୁଥିବା ବହିପାତ୍ର, ଆସବାବପାତ୍ର ଆଦିକୁ ନଷ୍ଟ କରିଥାଏ ।ଯଦି ମୂଷା ନିଜ ଦାନ୍ତକୁ ଘଷି ଛୋଟ ନକରେ ତେବେ ତା ଦାନ୍ତ ମାଢିର ଅନେକ କ୍ଷତି ଘଟିଥାଏ ଯାହାଦ୍ୱାରା ମୂଷା ବେଶୀ ଦିନ ବଞ୍ଚିପାରେ ନାହିଁ ।
- ମାଈ ମୂଷା ପ୍ରତି ତିନି ସପ୍ତାହରେ ୮-୧୦ଟି ଛୁଆ ଜନ୍ମ ଦିଏ ଯେବେକି ସେ ସର୍ବାଧିକ ୧୨ଟି ଛୁଆକୁ ଜନ୍ମ ଦେଇପାରେ ।ମାତ୍ର ମୂଷା ନିଜ ଜୀବନ କାଳରେ ଶହେରୁ ଅଧିକ ଛୁଆ ଜନ୍ମ କରିପାରେ ।
Keywords: Rat information in odia, Rat in odia, Rat in odia language, Interesting Fact Of Rats