Singer: Humane Sagar,Diptirekha Padhi
Lyrics: Basantraj Samal
Music: Prem Anand
(Odia)
ଏଇ ଏବେ ଏବେ ପଵନଟା ପର୍ଫୂମ୍ ପର୍ଫୂମ୍ ପର୍ଫୂମ୍ ବାସୁଛି । M ।
ଏଇ ଏବେ ଏବେ ମଉସମ୍ ଵନ୍ ସୁନ୍ ଵନ୍ ସୁନ୍ ଵନ୍ ସୁନ୍ ଲାଗୁଛି । F।
ଯେତିକି ଯେତିକି ଦୂରକୁ ଯାଉଛି ସେତିକି ସେତିକି ପାଖରେ ପାଉଛି । ଏମିତି କାହିଁକି ଲାଗୁଛି ।
ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି । M ।
ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି । F ।
ଛାତିରେ ମୋ ହାଟ୍ ଵିଟ୍ ସାୟେରି ସାୟେରି, ରାତିରେ ମୋ ଡ୍ରିମ୍ ସବୁ ଲାଗେ ଲଭ୍ ଷ୍ଟୋରି । M ।
ଆଜି କାଲି ଵାଟ ମୋର ସୁହାନା ସୁହାନା ଲାଗୁଛି ମୋ ପାଇଁ ଜଣେ ଦିଲ୍ ସେ ଦିୱ୍ଵାନା । F।
ଏଇ ଏବେ ଏବେ କଥା କିସ୍-ମିସ୍ କିସ୍-ମିସ୍ କିସ୍-ମିସ୍ ଲାଗୁଛି । M ।
ଏଇ ଏବେ ଏବେ ଗୀତ ସବୁ ଚକ୍ଲେଟ୍ ଚକ୍ଲେଟ୍ ଚକ୍ଲେଟ୍ ଲାଗୁଛି । M।
ଯେତିକି ଯେତିକି ଭୁଲି ମୁଁ ଯାଉଛି ସେତିକି ସେତିକି ମନେ ମୋ ପଡୁଛି କେହିଜଣେ ଭଲ ଲାଗୁଛି । F ।
ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି । F ।
ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି । M ।
ଟିକେ-ଟିକେ M ଟିକେ-ଟିକେ |F|
ଟିକେ-ଟିକେ M ଟିକେ-ଟିକେ |F|
ଟିକେ-ଟିକେ M ଟିକେ-ଟିକେ |F|
ୱଅ଼.....ଅ....ଅ......ଅ......
ତୁ ମୋ ଲାଇଫ୍ ରେ ମୋଲ୍ ଅନ୍ମୋଲି ତୁଝ୍ ହି ନେ ଲାଗେ ସଵୁ ଲଭ୍ଲି ଲଭ୍ଲି । F ।
ତୋ ଲାଗି ଆଜି କାଲି ନୂଆ-ନୂଆ ଫିଲ୍ଗ୍, ତୋ ବିନା ପୁଣି ସବୁ କିଛି ମିସିଙ୍ଗ୍ ମିସିଙ୍ଗ୍ । M ।
ଏଇ ଏବେ ଏବେ ସକାଳଟା ଫ୍ଲେଵର ଫ୍ଲେଵର ଫ୍ଲେଵର ଲାଗୁଛି, ଏଇ ଏବେ ଏବେ ଆକାଶଟା କଲର୍ କଲର୍ କଲର୍ ଦିଶୁଛି । F ।
ଯେତିକି ଯେତିକି ତୋତେ ମୁଁ ପାଉଛି ସେତିକି ସେତିକି ହଜି ମୁଁ ଯାଉଛି,
ତୋ ଲଭ୍ ମୋତେ ହେଲ୍ପ କରୁଛି । M ।
ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି ୱ... । M ।
ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି । F ।
Singer: Humane Sagar,Diptirekha Padhi
Lyrics: Basantraj Samal
Music: Prem Anand
M] Ei eve-eve..
Pavan ta Perfume perfume perfume
Basuchhi..
F] Ei eve-eve..
Mosam Mansoon mansoon mansoon
Laguchhi..
M] Jethiki jethiki, duraku jauchi
Sethiki sethiki, paakhre pouchhi
Emithi kahin ki laguchhi
Mun jaha, feel karuchhi..
Tor ki se, feel hauchhi..Ho~
F] Mun jaha, feel karuchhi~~~
Tor ki se, feel hauchhi...
M] Chatire mo heart beat
Shaayari shaayari
Raatire mo dream sabu
Lage love story..
F] Aaji kali bata mora
Sohora sohora
Laguchhi mo pain jane
Nashi nibhana
M] Ei eve-eve..
Katha sabu Kismis kismis kismis
Laguchhi..
Ei eve-eve~
Geeta sabu chaklet chaklet chaklet
Laguchhi..
F] Jethiki jethiki, bhuli mun jauchi
Sethiki sethiki, mane mo paduchi
Kehi jane bhal laguchhi
Mun jaha, feel karuchhi
Tor ki se, feel hauchhi..Ho~
M] Mun jaha, feel karuchhi~~~
Tor ki se, feel hauchhi...~
M] Tike tike
F] Tike tike
M] Tike tike
F] Tike tike
M] Tike tike
F] Tike tike
M] Ho~~~
F] Tu mo life re one, heart only
Tu chhuiyle lage sabu
Lovely lovely
M] to lagi aaji kali nua-nua feeling
To bina puni sabu kichhi missing missing
F] Ei eve-eve...
Sokal ta Flower flower flower
Laguchhi..
Ei eve-eve~
Aakash ta Colour colour colour
Dishuchi..
M] Jethiki jethiki, tate mun pouchhi
Sethiki sethiki, hajji mun jauchi
To love mate help karuchhi
Mun jaha, feel karuchhi
Tor ki se, feel hauchhi..ho~
F] Mun jaha, feel karuchhi~~~
Tor ki se, feel hauchhi...