
କାଙ୍ଗୁ ପକୁଡି (Kangu Pakudi recipes in India)
ଆବଶ୍ୟକ ସାମଗ୍ରୀ (Ingredients Of Kangu Pakoda)
ବେସନ - ୨୫୦ ଗ୍ରାମ, କାଙ୍ଗୁ ଚୁନା - ୫୦୦ ଗ୍ରାମ, ଜୀରା - ୧୦ ଗ୍ରାମ, ଲଙ୍କାଗୁଣ୍ଡ - ୨୫ ଗ୍ରାମ, ବେକିଙ୍ଗ ପାଉଡର – ସାମାନ୍ୟ ( ଚିମୁଟାଏ ), ଲୁଣ - ସ୍ଵାଦଅନୁଯାୟୀ, ତେଲ - ୫୦୦ ମିଲି ( ୨୫୦ ମିଲିରେ ମଧ୍ୟ ହୋଇପାରିବ ) ।
ଆହୁରି ପଢ଼ନ୍ତୁ: ସୁଫିଆନା ପନିର ଟିକା (Saunfia Paneer Tikka recipe In Odia)
ପ୍ରସ୍ତୁତି (Method Of Kangu Pakodi)
ଚଣା ଡାଲି , ବେସନ ଓ କାଙ୍ଗ ଚୁନାକୁ ଭଲ ଭାବେ ମିଶାଇ ଚଲାରେ ଛାଣି ଦିଅନ୍ତୁ । ଖଦଡା ଅଂଶ ( ଯଦି ଥାଏ ) ବାହାରି ଯିବା ପରେ ସେଥିରେ ଜିରା , ଲଙ୍କାଗୁଣ୍ଡ , ଲୁଣ ଓ ବେକିଙ୍ଗ ପାଉଡର ମିଶାଇ ଦିଅନ୍ତୁ ଓ ତା'ପରେ ପାଣି ମିଶାଇ ପକୁଡି ପାଇଁ ଆବଶ୍ୟକ ଆଣ ପ୍ରସ୍ତୁତ କରି ଛାଣନ୍ତୁ ।