Rice pakora recipe in odia
ସାମଗ୍ରୀ (Ingredients Of Rice Pakora In Odia)
- ଗୋଟିଏ ଗିନା ଭାତ
- ଗୋଟିଏ କଟା ପିଆଜ
- ୨-୩ଟି କଟା ଲଙ୍କା
- ଏକ ଛୋଟ ଚାମଚ ଲଙ୍କା ପାଉଡର
- ଏକ ଛୋଟ ଚାମଚ ଧନିଆ ପାଉଡର
- ଲୁଣ ସ୍ୱାଦ ଅନୁସାରେ
- ଛାଣିବା ପାଇଁ ତେଲ
ପ୍ରସ୍ତୁତି ପ୍ରଣାଳୀ (Method Of Rice Pakudi In India)
ଭାତ ପକୁଡି କରିବା ପାଇଁ ପ୍ରଥମେ ଗୋଟିଏ ଗିନା ଭାତକୁ ଚକଡି ରଖନ୍ତୁ । ସେଥିରେ ପିଆଜ, କଟା ଲଙ୍କା, ଲଙ୍କା ପାଉଡର, ଧନିଆ ପାଉଡର, ଲୁଣ ଗୋଳେଇ ଛୋଟ ଛୋଟ ଆକରର ପିଠା ପ୍ରସ୍ତୁତ କରନ୍ତୁ । ଧିମା ଆଞ୍ଚରେ ଏକ କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେଲା ପରେ ପୂର୍ବରୁ ପ୍ରସ୍ତୁତ ଥିବା ପିଠାକୁ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଗରମଗରମ ଭାତ ପକୋଡି । ପରସି ଦିଅନ୍ତୁ ଧନିଆ ଚଟଣୀ ସହ ଗରମଗରମ ଭାତ ପକୁଡି ।
For Latest Quiz, Gk Join Our Telegram Channel @Gk_Odia (ODISHA GK) Click here
Keywords: Rice Pakoda in Odia | ଭାତ ପକୁଡ଼ି | ପଖାଳ ଭାତ ପକୁଡି | ଭାତ ରୁ ପ୍ରସ୍ତୁତ ପକୁଡି | ଚାଉଳ ପକୁଡି | ରାଇସ ପକୁଡି | चावल की एकदम कुरकुरी पकौड़ी । Crispy Rice Pakodi Recipe | Rice Bajji |Rice Pakora | Dassana's Veg Rice Pakora Recipe | Chawal ke Pakode | Rice Fritters |चावल के पकौड़े रेसिपी | राइस पकौड़ा | बचे हुए चावल की रेसिपी | प्याज और चावल के पकौड़े | Rice Pakora | Chawal Ke Pakode In Odia | राइस पकोड़ा रेसिपी | rice pakora in odia | चावल के पकोड़े | बासी चवाल पकोड़े