
ଚିଠି ମୋର ଟିକି ଚଢେଇ……
ଫୁର୍ କିନା ଦେଲି ଉଡେଇ,
ସେଇ ଚଢେଇ; କହିବ ଯାଇ…..
ସେଇ ଚଢେଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ,
ସେ ତୋରି ପାଇଁ ତୋ ପାଇଁ, ତୋରି ପାଇଁ ତୋ ପାଇଁ।
ସାଗର ସାଗର ସାଗର ବୁକୁରେ, ଲହରୀ ରେ ଢେଉ ଢେଉକା……
ଲହରୀ ଲହରୀ ଲହରୀ ବୁକୁରେ, ପାଇଛି ମୁଁ ମୋ ଶାମୁକା।
ଶାମୁକା ମୋର ଅତି ନିଜର ଜାଣେନା ସେ ତ କାହାରି ପାଇଁ,
ସେ ତୋରି ପାଇଁ ତୋ ପାଇଁ, ତୋରି ପାଇଁ ତୋ ପାଇଁ।
ଶାମୁକା ଶାମୁକା ଶାମୁକା ଓଠରେ, ଶିଶିର ହୋଇଛି ସାଇତା……
ଜାଣେନା ଜାଣେନା ଜାଣେନା କେବେ ସେ, ଶିଶିର ହେବ ଯେ ମୁକୁତା।
ମୋ ମନର ସେଇ ଶିଶିର, ମୁକୁତା ହେଲେ କାହାର ପାଇଁ,
ସେ ତୋରି ପାଇଁ ତୋ ପାଇଁ, ତୋରି ପାଇଁ ତୋ ପାଇଁ।
ଚିଠି ମୋର ଟିକି ଚଢେଇ……
ଫୁର୍ କିନା ଦେଲି ଉଡେଇ,
ସେଇ ଚଢେଇ; କହିବ ଯାଇ…..
ସେଇ ଚଢେଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ,
ସେ ତୋରି ପାଇଁ ତୋ ପାଇଁ, ତୋରି ପାଇଁ ତୋ ପାଇଁ।
ଆହୁରି ଜାଣନ୍ତୁ:
CHITHHI MORA TIKI CHADHEI
Lyrics-Akshyaya mahanty
Voice-Akshyaya mahanty, Anuradha portal
Chithi Mora Tiki Chadhei (2)
Phur Kina Deli Udei
Sei Chadhei, Kahiba Jai (2)
Lekhichi Jiye Ahi Chithi Se
Mun Tori Pain To Pain
Tori Pain To Pain
F – Sagara Sagara, Sagara Bukuje, Lahari Dheu Dheuka (2)
M – Lahari Lahari, Lahari Bukure, Paichi Mun Mo Samuka
Samuka Mora Ati Nijara, Janena Seta Kahara Pain
F – Se Tori Pain To Pain, Tori Pain To Pain
M – Samuka Samuka Samuka Othore, Shisira Hoichi Saita (2)
F – Janena Janena, Janena Kebese Shisira Hebaje Mukuta
F – Mo Manara Sei Shisira, Mukuta Hele Kahara Pain
M-F – Se Aama pain Aama Pain, Aama Pain Aama Pain
M – Chithi Mora Tiki Chadhei (2)
Phur Kina Deli Udei
Sei Chadhei, Kahiba Jai (2)
Lekhichi Jiye Ahi Chithi Se
M-F – Se Aama pain Aama Pain, Aama Pain Aama Pain
Tag: ଚିଠି ମୋର ଟିକି ଚଢେଇ, ସ୍ବପ୍ନ ସାଗର, Chithi Mora Tiki Chadhei Odia Lyrics, Swapna Sagara Odia film songs lyrics