Tribes Of odisha
ଓଡିଶା ଜନଜାତି ମାନଙ୍କୁ ନେଇ ଗଠିତ ।ଓଡିଶାର ଇତିହାସ ମଧ୍ୟ ସ୍ଵୀକାର କରେଯେ ଓଡିଶା ପ୍ରାଚୀନ ସମୟରୁ ସର୍ବଦା ଆଦିବାସୀ ତଥା ଜନଜାତି ମାନଙ୍କର ଦେଶ ଥିଲା ।ତେବେ ଆସନ୍ତୁ ଜାଣିବା କେଉଁକେଉଁ ଜନଜାତି ଓଡିଶାର କେଉଁକେଉଁ ସ୍ଥାନ ମାନଙ୍କରେ ବାସ କରନ୍ତି ।
କନ୍ଧ | କେନ୍ଦୁଝର, କନ୍ଧମାଳ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ, ଗଞ୍ଜାମ ଓ ସୁନ୍ଦରଗଡ |
ସଉରା | କୋରାପୁଟ, ଗଞ୍ଜାମ, ବଲାଙ୍ଗୀର, |
ଗଣ୍ଡ | ସୁନ୍ଦରଗଡ, ସମ୍ବଲପୁର, କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ |
ସାନ୍ତାଳ | ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର |
ପରଜା | କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ |
ଗଦଭା | କୋରାପୁଟ, ନବରଙ୍ଗପୁର, ମାଲକାନଗିରି |
କୋୟା | ମାଲକାନଗିରି, କୋରାପୁଟ |
ଓରାମ | ସୁନ୍ଦରଗଡ, ସମ୍ବଲପୁର, ଗୁଣୁପୁର, ବଣାଇ |
ଭୂମିଜ | ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ସୁନ୍ଦରଗଡ, ପାଲାଳହଡା |
ବଣ୍ଡା | ମାଲକାନଗିରି, କୋରାପୁଟ |
ଜୁଆଙ୍ଗ | କେନ୍ଦୁଝର, ଢେଙ୍କାନାଳ |