Chicken Pakoda one of the very popular food item in India. People love to eat chicken items. Our writer Puspa Lata Jena from Odisha wrote this special recipe which name is "Besan Chicken Pakoda".Let's see the ingredients and steps to make Pakoda.
- Besan Chicken Pakoda Ingredients (ଆପଣ ଙ୍କୁ ଦରକାର ଥିବା ସାମଗ୍ରୀ !!)
- Boneless Chicken 1/2 kg (୧/୨ କିଲୋ କୁକୁଡ଼ା ମାଂସ (ହାଡ଼ ନ ଥିବା))
- Salt (ଲୁଣ ସ୍ୱାଦ ଅନୁସାରେ)
- 1 spoon ginger garlic paste (୧ ଚାମଚ ଅଦା ରସୁଣ ବଟା)
- 1 cup Gram Flour (୨ କପ ବେସନ)
- 1 small spoon chili powder (୧ ଚାମଚ ଲଙ୍କା ଗୁଣ୍ଡ)
- 1 spoon cumin seed (୧ ଚାମଚ ଜିରା)
- 1 Spoon chicken masala (୧ ଚାମଚ କୁକୁଡ଼ା ମାଂସ ମସଲା)
- Pinch of baking soda (ଟିକେ ବେକିଙ୍ଗ ସୋଡ଼ା)
- Refined Oil (ଛାଣିବା ପାଇଁ ତେଲ)
- Coriander leaf (କିଛି ଧନିଆ ପତ୍ର)
Steps to make Besan Chicken Pakoda (ଆସନ୍ତୁ ତିଆରି କରିବା !!)
1. First, Clean the chicken with water and mix the salt and paste of garlic ginger, leave for 10 minutes.
(୧. ପ୍ରଥମେ କୁକୁଡ଼ା ମାଂସ କୁ ରସୁଣ ଅଦା ବଟା ସାଙ୍ଗରେ ଭଲ ରେ ମିସାନ୍ତୁ କିଛି ଲୁଣ ପକାନ୍ତୁ ଏବଂ ୧୦ ମିନଟ ଛାଡ଼ି ଦିଅନ୍ତୁ)
2. Now Mix others items in Besan (Gram Flour) leave for some time.
(୨. ଏବେ ଅନ୍ୟ ସାମଗ୍ରୀ ସବୁ ବେସନ ସାଙ୍ଗରେ ମିଶାଇ କିଛି ସମୟ ପାଇଁ ରଖନ୍ତୁ)
3. Now add some water in Besan Mix.
(୩. ବର୍ତମାନ ପାଣି ଦେଇ ଗୋଳେଇ ଦିଅନ୍ତୁ)
4. Remember, paste must be little dry do not add much water.
(୪. ମାନେ ରଖନ୍ତୁ ଯେପରି ବେଶୀ ପାଣିଆ ନ ହେଇ ଯାଏ)
5. Heat the Refined oil in Pan.
(୫. ବର୍ତମାନ ତେଲ ଗରମ କରନ୍ତୁ)
6. Now, put all chicken in Besan and put in oil one by one.
(୬. ବର୍ତମାନ ମାଂସ ଖଣ୍ଡ ଗୋଟେ ଗୋଟେ କରି ବେସନ ରେ ବୁଡାଇ ଛାଣନ୍ତୁ)
7. After Chicken getting red, serve in the plate with tomato sauce and coriander leaf.
(୭. ଛାଣି ସରିଲା ପରେ ଧନିଆ ପତ୍ର ରେ ସଜନ୍ତୁ ଏବଂ ଟମାଟୋ ସସ ସଂଗେ ଖାଇବକୁ ଦିଅନ୍ତୁ)