ଆମ ରୋଷେଇ- ‘କଚୁମ୍ବର’

@_ustad
0

 ସାମଗ୍ରୀ :

ଖଟା ଦହି – ୧ କପ୍
ପାଣି – ୨ କପ୍
ଲୁଣ – ସ୍ବାଦାନୁସାରେ
ଜିରାଗୁଣ୍ଡ – ୧ ଚାମଚ
ପୁଦିନା ପତ୍ର (କଟା) – ୧ ଟେବୁଲ ଚାମଚ
କଞ୍ଚାଲଙ୍କା – ୨ ଚାମଚ
ପିଆଜ ସରୁ ଲମ୍ବା କଟା – ୧ଟି (ବଡ଼ ପିଆଜ)
କାକୁଡ଼ି – ୧ଟି
ବିଲାତି – ୧ଟି

ପ୍ରଣାଳୀ :
ଦହିକୁ ଭଲକରି ଫେଣ୍ଟି ପାଣି ମିଶାଇ ଦିଅନ୍ତୁ । ପୁଦିନା ପତ୍ର, ଲଙ୍କା, କାକୁଡ଼ି, ବିଲାତି ଓ ପିଆଜ କଟା ମିଶାନ୍ତୁ । ଲୁଣ ଜିରା ଗୁଣ୍ଡ ପକାଇ ଗୋଳାନ୍ତୁ । ଏହାକୁ ବିରିୟାନୀ ଓ ଫ୍ରାଏଡ଼ ରାଇସ୍ ସହ ସର୍ଭ କରନ୍ତୁ ।



କଚୁମ୍ବର କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ

Post a Comment

0Comments

Post a Comment (0)